ଭଳେଇବା
ଦେଖଣା
ଭଳେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ଭଳିବା କ୍ରିୟାର ଣିଜନ୍ତରୂପ; ସଂସ୍କୃତ - ବିହ୍ୱଳ)
[ସମ୍ପାଦନା]- ୧. କୌଣସି ବ୍ୟକ୍ତିକୁ କଥାଦ୍ୱାରା ତରଳାଇବା — ୧. To melt the heart of a person by words.
- ୨. ଲେପ ଆଦି ପ୍ରୟୋଗଦ୍ୱାରା ବଥ ଆଦିକୁ ପଚାଇବା ବା ଘୋଳାଇବା —୨. To cause a boil to sofren by using ointment.
- ୩. ପ୍ରଲୁବ୍ଧ କରିବା —୩. To tempt a person.
- ୪. କଥାରେ ଭୁଲାଇବା —୪. To inveigle.