Jump to content

ଭସାସୁର

ଉଇକିଅଭିଧାନ‌ରୁ

ଭସାସୁର

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଦୈତ୍ୟ ବିଶେଷ —Name of a demon.

[ଦ୍ରଷ୍ଟବ୍ୟ —ଏ ତପସ୍ୟା କରି ମହାଦେବଙ୍କଠାରୁ ବର ପାଇଲା ଯେ, ଏ ଯାହା ମୁଣ୍ଡରେ ହାତ ଦେବ ସେ ଜଳି ପାଉଁଶ ହୋଇଯିବ ଏହାର ସତ୍ୟତା ପରୀକ୍ଷା କରିବାପାଇଁ ଏ

ପ୍ରଥମେ ମହାଦେବଙ୍କ ମୁଣ୍ଡରେ ହାତ ଦେବାପାଇଁ ତାଙ୍କ ପଛରେ ଗୋଡ଼ାଇଲା ଓ ମହାଦେବ ପଳାଇଲେ; ମହା— ଦେବଙ୍କର ଦୁଃଖ ଦେଖି ବିଷ୍ଣୁ କୁଟ କରି ନିଜ ମୁଣ୍ଡରେ ହାତ ଦେବାକୁ ଏହାକୁ କହିଲେ ଏ ତାହା କରିବାରୁ ଭସ୍ମ ହୋଇଗଲା] 

[ଉ—ଦୁଷ୍ଟକୁ ଦ୍ୟନ୍ତି ବାଞ୍ଛାବର, ଚେତାଇ ଦେଲା ଭସ୍ମାସୁର ଭୁପତି ପ୍ରେମପଞ୍ଜାମୃତ]