Jump to content

ଭସା ଜାଲ

ଉଇକିଅଭିଧାନ‌ରୁ

ଭସା ଜାଲ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - (ତୁଳ. ବଙ୍ଗାଳୀ - ଭାସା. ଜାଲ)

[ସମ୍ପାଦନା]

ଭାସମାନ ଜାଲବିଶେଷ —A kind of float ing net.

[ଦ୍ରଷ୍ଟବ୍ୟ —ଏହାକୁ ପାଣିରେ ଭସାଇ ଦେଲେ ମାଛମାନେ ଏହା ଉପରକୁ ଡ଼େଇ ପଡ଼ି ଜାଲରେ ଛନ୍ଦି ହୋଇ ଲାଖି ରହନ୍ତି]