ଭସେଇ ନେବା
ଦେଖଣା
ଭସେଇ ନେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭସେଇ ନେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ସ୍ରୋତର ଦିଗରେ ଭାସମାନ ବସ୍ତୁକୁ ସ୍ଥାନାନ୍ତରକୁ ନେଇ ଯିବା —To cause a floating thing to move down with the current.
(ଯଥା—ନଈବଢ଼ି କେତେ ଗାଈ ଗୋରୁଙ୍କୁ ଭସାଇ ନେଲା)