ଭସ୍କିବା
କାଦୁଅରେ ଗୋଡ଼ ଦବି ଗଲେ ପାଦର ଚାରି ଧାରରେ (କାଦୁଅ ମାଟି) ଉପରକୁ
ଉଠିବା —(mud) To rise up along the edge of the feet when one walks on soft mud.