Jump to content

ଭସ୍ତ୍ରକା

ଉଇକିଅଭିଧାନ‌ରୁ

ଭସ୍ତ୍ରକା

ଉଚ୍ଚାରଣ

[ସମ୍ପାଦନା]

(ଭସ୍ତ୍ରା, ଭସ୍ତ୍ରୀ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଭସ୍ ଧାତୁ+କର୍ତ୍ତୃ. ତ+କ+ଆ)

[ସମ୍ପାଦନା]
୧. ଚମ ମୁଣିରେ ପବନ ପୂରାଇ ମୁହିଁ ବାଟେ ବାହାର କରିବା ଯନ୍ତ୍ରବିଶେଷ; କମାରର ଭାତୀ ବା ଯନ୍ତା — ୧. Blacksmith's bellows.
୨. ଭିସ୍ତି; ପାଣି ଆଦି ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ବୋହିବା ସରୁମୁହାଁ ଚମମୁଣି; ମଶକ —୨. A leathern bag for carrying water.