ଭସ୍ଭସିଆ
ଦେଖଣା
ଭସ୍ଭସିଆ
ଉଚ୍ଚାରଣ
[ସମ୍ପାଦନା](ଭସ୍କା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଭସ୍ଭସିଆ
|
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଫସ୍ଫସିଆ; ଯେଉଁ ଛିଦ୍ରମୟ ଥଳି ଆଦିରୁ ପାଣି ବା ପବନ ଭସ୍ଭସ୍ ହୋଇ ବାହାରି ଯାଉ ଥାଏ — ୧. (a bag with holes) From which water or air escapes with a hissing sound.
- ୨. ଅସୁଆଦିଆ; ପାଣିଚିଆ —୨. Insipid; tasteless.
- ୩. ଦଲଦଲିଆ —୩. Soft and elastic.