ଭସ୍ମ
ଦେଖଣା
ଭସ୍ମ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଭସ୍ ଧାତୁ+କର୍ତ୍ତୃ. ମନ୍; ଭସ୍ମନ୍; ୧ମା. ୧ବ)
[ସମ୍ପାଦନା]- ୧. ପାଉଁଶ —୧. Ashes.
- ୨. ଆୟୁର୍ବେଦିକ ବା ରାସାୟନିକ ପ୍ରକ୍ରିୟାରେ ସୁନା ଆଦି ପୋଡ଼ି ତହିଁରୁ କରାଯିବା ପାଉଁଶ — Oxide of metal and other things oxidised or reduced to ashes through chemical or Ayurbedic process.
[ଦ୍ରଷ୍ଟବ୍ୟ — ସ୍ୱର୍ଣ୍ଣ ଆଦି ଧାତୁ ଓ ମୁକ୍ତା, ଶଙ୍ଖ ଆଦିକୁ ଆୟୁର୍ବେଦୋକ୍ତ ପ୍ରକ୍ରିୟାରେ ଭସ୍ମରେ ପରିଣତ କରିବା ବିଧିକୁ 'ମାରଣ' ବୋଲାଯାଏ ଏହି ଭସ୍ମମାନ ଭିନ୍ନ ଭିନ୍ନ ରୋଗବେ ପ୍ରୟୋଗ କରାଯାଏ ଆୟୁର୍ବେଦ ମତରେ ପ୍ରାୟ ସମସ୍ତ ଧାତୁର ଓ ରତ୍ନର ଭସ୍ମ ପ୍ରସ୍ତୁତ କରାଯାଇ ଔଷଧରେ ବ୍ୟବହୃତ ହୁଏ]
- ୩. ହୋମରେ ଜଳାଯିବା କାଠ ଆଦିର ପାଇଁଶ; ବିଭୁତି — ୩. The ashes of wood etc brunt in Homa.
- ୪. ଚିତା ଭସ୍ମ; ମୁର୍ଦ୍ଦାର ପୋ଼ଡ଼ା ପାଉଁଶ —୪. Ashes left after cremation.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ସୁଜୀର୍ଣ୍ଣ ଖାଦ୍ୟ ବସ୍ତୁର ପରିଣତି —The remains of food in the stomach after it is well digested.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଭସ୍ମୀଭୁତ —୧. Reduced to ashes.
- ୨. ସୂଜୀର୍ଣ୍ଣ (ଖାଦ୍ୟ) —୨. Well digested.