Jump to content

ଭସ୍ମଗତ

ଉଇକିଅଭିଧାନ‌ରୁ

ଭସ୍ମଗତ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ଭସ୍ମସାତ୍ —Reduced to ashes.

[ଉ— ଜ୍ଞାନ ଅନଳ ହୋଇ ଜାତ, ତେବେ ସେ ହୋଏ ଭସ୍ମଗତ ଜଗନ୍ନାଥ ଭାଗବତ]