Jump to content

ଭସ୍ମାଧାର

ଉଇକିଅଭିଧାନ‌ରୁ

ଭସ୍ମାଧାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଭସ୍ମ+ଆଧାର)

[ସମ୍ପାଦନା]
୧. ପାଉଁଶ ରଖିବାର ପାତ୍ର —୧. A receptacle for ashes.
୨. ମୃତଦେହର ଭସ୍ମାବିଶେଷ ରକ୍ଷା କରାଯିବା ସ୍ଥାଳୀ ବା ପାତ୍ର —୨. An urn to preserve the remains of the dead.