Jump to content

ଭସ୍ମାବଶିଷ୍ଟ

ଉଇକିଅଭିଧାନ‌ରୁ

ଭସ୍ମାବଶିଷ୍ଟ

ଉଚ୍ଚାରଣ

[ସମ୍ପାଦନା]

(ଭସ୍ମମାତ୍ରାବଶିଷ୍ଟ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ପୋଡ଼ିଯାଇ ପାଉଁଶ ମାତ୍ର ଅବଶିଷ୍ଟ (କୌଣସି ବସ୍ତୁ) —Reduced to ashes after being burnt; burnt to ashes.