Jump to content

ଭସ୍ମିତ

ଉଇକିଅଭିଧାନ‌ରୁ

ଭସ୍ମିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଭସ୍ମ+ଯୁକ୍ତ ବା ପରିଣତାର୍ଥେ ଇତ)

[ସମ୍ପାଦନା]
୧. ପୋଡ଼ି ଯାଇ ପାଉଁଶ ହୋଇଥିବା —୧. Reduced to ashes.
୨. ବିନଷ୍ଟ —୨. Destoryed.