Jump to content

ଭସ୍ମୀଭୁତ

ଉଇକିଅଭିଧାନ‌ରୁ

ଭସ୍ମୀଭୁତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଭସ୍ମ+ଅଭୁତ ଚରାବେ. ଚ୍ୱି+ଭୁତ)

[ସମ୍ପାଦନା]
୧. ଭସ୍ମରେ ପରିଣତ; ପୋଡ଼ି ଯାଇ ପାଉଁଶ ହୋଇଥିବା —୧. Reduced to ashes; burnt to ashes.
୨. ବିନଷ୍ଟ —୨. Destroyed; ruined.
୩. ଉଦରାଗ୍ନିଦ୍ୱାରା ଜୀର୍ଣ୍ଣ ହୋଇଥିବା —୩. Digested.