ଭସ୍ମ କରିବା
ଦେଖଣା
ଭସ୍ମ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ପଦାର୍ଥକୁ ପୋଡ଼ି ପାଉଁଶ କରିବା —୧. To reduce a thing to ashes.
- ୨. କୌଣସି ବ୍ୟକ୍ତିର ବା ବସ୍ତୁର ସର୍ବନାଶ ଘଟାଇବା —୨. To cause annihilation or extramination; to ruin.
- ୩. ଖାଦ୍ୟ ଦ୍ରବ୍ୟକୁ ଜୀର୍ଣ୍ଣ କରିବା ବା ପାର୍ କରିବା — ୩. To digest a food.