ଭସ୍ମ କୀଟ
ଦେଖଣା
ଭସ୍ମ କୀଟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଉଦର ମଧ୍ୟରେ ଥିବା ଏକ ପ୍ରକାର ପୋକ — A kind of worm in the stomach which eats up whatever the person eats and makes him or her ever hungry and craving fod food.
[ଦ୍ରଷ୍ଟବ୍ୟ — ମନୁଷ୍ୟ ଯାହା ଖାଏ ଏମାନେ ଶୀଘ୍ର ତାହା ଭସ୍ମ କରି ଦେବାରୁ ଉକ୍ତ ମନୁଷ୍ୟ ସର୍ବଦା ପ୍ରବଳ କ୍ଷୁଧାହାରା ପ୍ରପୀଡ଼ିତ ହୁଏ ଏହା ଗୋଟିଏ ମାରାତ୍ମକ ରୋଗ]