Jump to content

ଭା

ଉଇକିଅଭିଧାନ‌ରୁ

ଭା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଭା ଧାତୁ+ଭାବ ଅ+ଅସ୍)

[ସମ୍ପାଦନା]
୧. ଦୀପ୍ତି; ପ୍ରଭା — ୧. Lustre; rediance.
୨. (+କର୍ତ୍ତୃ. ଅ) —୨. light.
୩. କିରଣ —୩. Ray.
୪. ଶୋଭା —୪. Beauty; splender.