ଭାଇ
ଦେଖଣା
ଭାଇ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିପୁଲିଙ୍ଗ - (ସଂସ୍କୃତ - ଭ୍ରାତୃ; ପ୍ରା. ଭାଇ)
[ସମ୍ପାଦନା]- ୧. ଭ୍ରାତା; ସହୋଦର — ୧. Brother.
- ୨. ଖୁଡ଼ୁତା ବା ଦେଡ଼ୁତାଙ୍କ ପୁଅ; ମାମୁଁ, ପିଉସା ବା ମଉସାଙ୍କ ପୁଅ —୨. Causin.
- ୩. କୁଟୁମ୍ୱୀ — ୩. Kinsman.
- ୪. ଏକ ଜନ୍ନଭୁମିର ସନ୍ତାନ — ୪. One's countryman.
- ୫. ସଙ୍ଗୀ —୫. Com panion.
- ୬. ଧର୍ମଭାଇ —୬. Godbrother.
- ୭. ଏକ ଜାତୀୟ ବା ସମାଜର ଅନ୍ତର୍ଗତ ବ୍ୟକ୍ତି — ୭. Member of a particular caste-guild or community.
- ୮. ଏକ ସ୍ଥାନରେ କାର୍ଯ୍ୟ କରୁଥିବା ବ୍ୟକ୍ତି —୮. Persons working at the same place; colleague.
- ୯. ଏକ ସମ୍ପତ୍ତିର ଅଂଶୀଦାର —୯. Cosharers in a property.
ଦେଶଜ - ଅ
[ସମ୍ପାଦନା]ସମ ବୟସ୍କ, ସମସ୍କନ୍ଧ ବା ସମ ଅବସ୍ଥାପନ୍ନ ବ୍ୟକ୍ତିଙ୍କୁ ସମ୍ୱୋଧନ —A wordn addressed to peopla of the same age, position or condition.