ଭାଇନ୍ନା
ଦେଖଣା
ଭାଇନ୍ନା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଭାଇନନା—ଅନ୍ୟରୂପ)
(ଭାଉଜ—ସ୍ତ୍ରୀ)
ଦେଶଜ - ବିଶେଷ୍ୟ - ପୁଂ. (ବ୍ରାହ୍ମଣଙ୍କ ଘରେ ପ୍ରଚଳିତ)
[ସମ୍ପାଦନା]ବଡ଼ଭାଇ — Elder brother (in a Brāhmaṇa-family.
[ଦ୍ରଷ୍ଟବ୍ୟ — କଟକ ଜିଲ୍ଲାର ମହାନଦୀର ଉତ୍ତର ତରଫର ବ୍ରାହ୍ମଣମାନେ ବଡ଼ଭାଇଙ୍କୁ ନନା ବୋଲି ସମ୍ୱୋଧନ କରନ୍ତି ଓ ପିତାଙ୍କୁ 'ନନା' ନ କହି ବାପା ବୋଲି କହନ୍ତି; ପୁରୀ ଜିଲ୍ଲାରେ ଓ କଟକଜିଲ୍ଲାର ମହାନଦୀର ଦକ୍ଷିଣକୁଳବାସୀ ବ୍ରାହ୍ମଣମାନେ ବଡ଼ଭାଇଙ୍କୁ ଭାଇନା ଓ ପିତାଙ୍କୁ ନନା ବୋଲି ଡ଼ାକନ୍ତି]