Jump to content

ଭାଇପୁଅ

ଉଇକିଅଭିଧାନ‌ରୁ

ଭାଇପୁଅ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ଭ୍ରାତୁଷ୍ପତ୍ର)

[ସମ୍ପାଦନା]
୧. ଭ୍ରାତୁଷ୍ପତ୍ର; ପୁତୁରା — ୧. One's brother's son; nephew.
୨. ରାଜାଙ୍କ ବିରାଦର ବା କୁଟୁମ୍ଭ —୨. A Raja's kinsmen or agnates.

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -

[ସମ୍ପାଦନା]

ଗଞ୍ଜାମ ଜିଲ୍ଲାର ପାଟକବିଶେଷ —A caste of Sūdras in the district of Ganjam.