Jump to content

ଭାଇ କୁମ୍ୱାଳ

ଉଇକିଅଭିଧାନ‌ରୁ

ଭାଇ କୁମ୍ୱାଳ

ଉଚ୍ଚାରଣ

[ସମ୍ପାଦନା]

[ଭାଇକୁମା (ମ୍ୱା, ମ୍ଭା)ଳିଆ—ଅନ୍ୟରୂପ]

[ଭାଇ ପି (ଫି)ଙ୍ଗାଳି (ଳିଆ)—ବିପରିତ]

  • (file)
  • (file)

ଦେଶଜ - ଅ (ସବାରି ବେହେରାଙ୍କ ଡ଼ାକ)

[ସମ୍ପାଦନା]

ସବାରିର ଆଗ ବାଉଁଶର ନିକଟରେ କାନ୍ଧେଇ ଥିବା ବେହେରାଙ୍କୁ ସମ୍ୱୋଧନ — A term used by palki bearers, to denote the foremost bearer.