Jump to content

ଭାଇ ଦୁତିଆ

ଉଇକିଅଭିଧାନ‌ରୁ

ଭାଇ ଦୁତିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଭ୍ରାତୃ ଦ୍ୱିତୀୟା)

[ସମ୍ପାଦନା]

ଯମଦ୍ୱିତୀୟା; କାର୍ତ୍ତିକ ଶୁକ୍ଳ ଦ୍ୱିତୀୟା —The ୨nd day of the bright fortnight of the month of Kārttika.

[ଦ୍ରଷ୍ଟବ୍ୟ —ଏ ଦିନ ଯମୁନା ଆପଣାର ଭାଇ ଯମଙ୍କର ପୂଜା କରି ଥିବାରୁ ଭଉଣୀମାନେ ନିଜ ନିଜର ଭାଇଙ୍କୁ ପୂଜା କରନ୍ତି]