ଭାଇ ଭଗାରିଆ
ଦେଖଣା
ଭାଇ ଭଗାରିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭାଇ ଭଗାରିଆ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଦାୟାଦ ବା ପୈତୃକ ସମ୍ପତ୍ତିରେ ଅଂଶୀଦାରମାନଙ୍କ ସମ୍ୱନ୍ଧୀୟ —୧. Pertaining to agnatic or cognatic co-sharers.
- ୨. ଯେଉଁ ବ୍ୟକ୍ତିର ବା ପରିବାରର ପ୍ରତିବେଶୀରୂପେ ଭାଇ ଓ ଭଗାରିମାନେ ବାସ କରନ୍ତି —୨. (a person or family) Surrounded by co-sharers as neighbours.
(ଉ— ଭାଇ ଭଗାରିଆ ଘର, ଯେ ନ ପଶିବ ସେ ପଶିଲା କାହାକୁ କରିବି ପର?—ଢଗ)