Jump to content

ଭାଇ ଭାଗ

ଉଇକିଅଭିଧାନ‌ରୁ

ଭାଇ ଭାଗ

ଉଚ୍ଚାରଣ

[ସମ୍ପାଦନା]

ଭାଇ ବାଣ୍ଟ, ଭାଇବ (ବା) ଣ୍ଟରା—ଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭ୍ରାତୃ+ଭାଗ)

[ସମ୍ପାଦନା]
୧. ଭାଇମାନଙ୍କ ମଧ୍ୟରେ ପୈତୃକ ସମ୍ପତ୍ତିର ବିଭାଗ —୧. Partition of patrimony amongst brothers,.
୨. ଭାଇମାନଙ୍କ ମଧ୍ୟରୁ ଜଣକର ଅଂଶ —୨. The share or allotment of one brother or co-sharer.

(ଉ—ପାଣ୍ଡବଙ୍କର ଭାଇ ଭାଗ ଲେଖି


ଅନୁବାଦ

[ସମ୍ପାଦନା]

ଦେଇ, ଭୋଗ ହେ ସୁଖରେ ହସ୍ତିନା ନାମେ ମହୀ— କୃଷ୍ଣସିଂହ ମହାଭାରତ. ଉଦ୍ଯୋଗ)