Jump to content

ଭାଉ

ଉଇକିଅଭିଧାନ‌ରୁ

ଭାଉ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭାବ)

[ସମ୍ପାଦନା]
୧. ପଦାର୍ଥର ବିକ୍ରି ଦର —୧. Rate of the price of an article.
୨. ମୂଲ୍ୟ — ୨. Price or value of a thing.
୩. ମୂଲ୍ୟ ନିର୍ଦ୍ଧାରଣ —୩. Settlement of the price of a thing.