ଭାଉ ଛିଣ୍ଡିବା
ଦେଖଣା
ଭାଉ ଛିଣ୍ଡିବା
ଉଚ୍ଚାରଣ
[ସମ୍ପାଦନା](ଭାଉ ପଟିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଭାଉ ଛିଣ୍ଡିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କୌଣସି ଦ୍ରବ୍ୟର ମୂଲ୍ୟର ନିର୍ଦ୍ଧାରଣ ବା ସ୍ଥିରୀକରଣ — ୧. The settlement of the price of a thing.
- ୨. କ୍ରେତା ବିକ୍ରେତାଙ୍କ ମଧ୍ୟରେ କୌଣସି ଦ୍ରବ୍ୟର ମୂଲ୍ୟ ସମ୍ୱନ୍ଧରେ ଚୁକ୍ତି —୨. Final agreement between the seller and the purchaser as to the price of an article offered for sale.