ଭାଏଡ଼ାଭାଇ
=== ପ୍ରାଦେଶିକ - (ମେଦିନୀପୁର ଓ ଉତ୍ତର ବାଲେଶ୍ୱର) ବିଶେଷ୍ୟ - (ତୁଳ. ଏହି ଅର୍ଥରେ ବଙ୍ଗାଳୀ - ଏହି ଶବ୍ଦ)
ସଢୁ; ଆପଣା ସ୍ତ୍ରୀର ଭଉଣୀଙ୍କ ସ୍ୱାମୀ; ଶ୍ୟାଳୀପତି — One's brother-in-law, being the husaband of one's wife' sister.