Jump to content

ଭାକୁଡ଼ି

ଉଇକିଅଭିଧାନ‌ରୁ

ଭାକୁଡ଼ି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ପ୍ରାଦେଶିକ - (ପୁରୀ) ବିଶେଷ୍ୟ -

[ସମ୍ପାଦନା]

ଯେଉଁ ଖୁଣ୍ଟରେ ବଳିକୁ ବନ୍ଧାଯାଏ; ବଳି ଖୁଣ୍ଟ; ଛାଟଖମ୍ୱ —The Sacrificial post to which a victim is tied before immolation.