ଭାକୁର
ଦେଖଣା
ଭାକୁର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭାକୁଟ)
[ସମ୍ପାଦନା]ମଧୁର ପାଣିରେ ରହିବା ବଡ଼ ବଡ଼ ଜାତିଯୁକ୍ତ ଏକପ୍ରକାର ମାଛ —A kind of big fresh water fish with scales; Catle Buchanani.
[ଦ୍ରଷ୍ଟବ୍ୟ —ଏ ଲମ୍ୱରେ ୨ ହାତ ପର୍ଯ୍ୟନ୍ତ ବଢ଼େ ଏହାର ମୁଣ୍ଡ ବଡ଼ ଏବଂ ଛେଳି ମୁଣ୍ଡପରି ଦେଖାଯାଏ ଏହି ମୁଣ୍ଡକୁ ସୋରୁଆ କରି ଖାଇଲେ ଖୁବ୍ ବଳ ହୁଏ ବୋଲି ଲୋକେ ଏହି ମାଠକୁ ବଡ଼ ଆଦର କରନ୍ତି]