ଭାକ୍ତ
ଦେଖଣା
ଭାକ୍ତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଭକ୍ତ+ସମ୍ୱନ୍ଧାର୍ଥେ. ଅ)
[ସମ୍ପାଦନା]- ୧. ଭାତ ସମ୍ୱନ୍ଧୀୟ — ୧. Relating to boiled rice.
- ୨. ଭକ୍ତ ସମ୍ୱନ୍ଧୀୟ —୨. Relating to a devotee.
- ୩. (ଭକ୍ତି =ଗୌଣୀ ବୃତ୍ତି+ସଂଜାତାର୍ଥେ. ଅ) ଲକ୍ଷଣିକ (ଅର୍ଥ) — ୩. Denotative; phenomenal.
- ୪. ଗୌଣ (ଅର୍ଥ) —୪. Secondary.
- ୫. ଅପ୍ରକୃତ —୫. Not real; hypocritical.