Jump to content

ଭାକ୍ତିକ

ଉଇକିଅଭିଧାନ‌ରୁ

ଭାକ୍ତିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ଫୁ (ଭକ୍ତ+ପ୍ରତିପାଳିତାର୍ଥେ. ଇକ)

[ସମ୍ପାଦନା]

ଭା଼ଡ଼ୁଆ; ପରାନ୍ନ— ପାଳିତ; ପରୋପଜୀବୀ —(a person) Brough up at the expense of another; depending an another for meals.