ଭାଖିବା
ଭାଷିବା; କହିବା —To speak; to talk.
(ଉ—ଶ୍ରୀହରି ଭାଖି ତୁମ୍ଭେ ମୋ ଆଖି, ଆଖିରେ ହେଳା ଖସି, କାହାର ଦେଖି? ପ୍ରାଚୀ. ରହସ୍ୟମଞ୍ଚରୀ)