ଭାଗ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ବିଭାଗ
  • ଅଂଶ; ହିଁସା
  • ଖଣ୍ତ; ଟୁକୁରା
  • ପରିମାଣ
  • କାଳାଂଶ
  • ଅନୁପାତ
  • ଦେଶାଂଶ; ପ୍ରଦେଶ; ଅଞ୍ଚଳ
  • ଅଦୃଷ୍ଟ; ଭାଗ୍ୟ
  • ବିଭଜନ; ବିଭାଗ କରଣ
  • ହରଣ କ୍ରିୟା

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • କ୍ଷେତ୍ରସ୍ଵାମୀ ଓ ଚାଷୀଙ୍କ ମଧ୍ୟରେ ବଣ୍ଟରା କରାଯିବା ଉତ୍ପନ୍ନ ବସ୍ତୁର ଅର୍ଦ୍ଧାଂଶ
  • ଜମିକୁ ଚାଷ କରିବା ବ୍ୟକ୍ତି ଉତ୍ପନ୍ନ ବସ୍ତୁରୁ ଅଧେ ନେବ ଏବଂ କ୍ଷେତ୍ର ସ୍ଵାମୀ ଅନ୍ୟ ଅଧକ ପାଇବ, ଏହି ସରେତ୍ ଅନୁସାରେ ଜମି ଚାଷ କରିବା ରୀତି
  • ପ୍ରକାର
  • କୌଣସି ସମ୍ପତ୍ତିର ବଣ୍ଟନରେ ଅଂଶୀଦାରମାନଙ୍କ ମଧ୍ୟରୁ ଜଣ ଜଣକେ ପଡିବା ଅଂଶ
  • ଔଷଧ ଓ ବାରୁଦ ଆଦି ତିଆରି କରିବା ନିମନ୍ତେ ମିଶାଯିବା ଉପକରଣମାନଙ୍କର ନିର୍ଦ୍ଧାରିତ ପରିମାଣ
  • ପଳାୟନ; ପଳାଇବାଭାଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବି— (ଭଜ୍ ଧାତୁ=ଭାଗ କରିବା+ଭାବ. ଅ)[ସମ୍ପାଦନା]

୧. ବିଭାଗ — ୧. Division.
୨. (+କର୍ମ. ଅ) ଅଂଶ; ହିଁସା — ୨. Part; share; alloment.
୩. ଖଣ୍ଡ; ଟୁକୁରା —

ଅନୁବାଦ[ସମ୍ପାଦନା]

୩. Piece; bit; portion.

୪. ପରିମାଣ — ୪. Quantily.
୫. କାଳାଂଶ —୫. Part of time; a peried of time.
୬. ଅନୁପାତ —୬. Proportion; ratio.
୭. ଦେଶାଂଶ; ପ୍ରଦେଶ; ଅଞ୍ଚଳ —୭. A tract of country; locality.
୮. ଅଦୁଷ୍ଟ; ଭାଗ୍ୟ — ୮. Luck; fortune.
୯. (+ଭାବ. ଅ) ବିଭଜନ; ବିଭାଗ କରଣ —୯. Apportionment; separating into parts.
୧. (ଗଣିତ) ହରଣ କ୍ରିୟା — ୧୦. (arithmetic) The process of division.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. କ୍ଷେତ୍ରସ୍ୱାମୀ ଓ ଚାଷୀଙ୍କ ମଧ୍ୟରେ ବଣ୍ଟରା କରାଯିବା ଉତ୍ପନ୍ନ ବସ୍ତୁର ଅର୍ଦ୍ଧାଂଶ —୧. Half share of the produce of a land taken by each of the landowner and cultivator.
୨. ଜମିକୁ ଚାଷ କରିବା ବ୍ୟକ୍ତି ଉତ୍ପନ୍ନ ବସ୍ତୁରୁ ଅଧେ ନେବ ଏବଂ କ୍ଷେତ୍ର ସ୍ୱାମୀ ଅନ୍ୟ ଅଧକ ପାଇବ, ଏହି ସରେତ୍ ଅନୁସାରେ ଜମି ଚାଷ କରିବା ରୀତି —୨. The system of apportionment of the produce of a land; half and half. between the landowner and the cultivator.
୩. ପ୍ରକାର —୩. kind.
୪. କୌଣସି ସମ୍ପତ୍ତିର ବଣ୍ଟନରେ ଅଂଶୀଦାରମାନଙ୍କ ମଧ୍ୟରୁ ଜଣ— ଜଣକେ ପଡ଼ିବା ଅଂଶ —୪. Share which is alloted to one co-sharer on partion.
୫. ଔଷଧ ଓ ବାରୁଦ ଆଦି ତିଆର କରିବା ନିମନ୍ତେ ମିଶା ଯିବା ଉପକରଣମାନଙ୍କର ନିର୍ଦ୍ଧାରିତ ପରିମାଣ —୫. Specified quantities of the respective ingredients required to make up a mixture (e.g. medicine; gun powder, curry etc.)
୬. ହିନ୍ଦୀ—ପଳାୟନ; ପଳାଇବା —୬. Fleeing. away; flight.