ଭାଗଧେୟ
ଦେଖଣା
ଭାଗଧେୟ
ଉଚ୍ଚାରଣ
[ସମ୍ପାଦନା](ଭାଗଧେୟା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - (ଭାଗ+ସ୍ୱାର୍ଥେ. ଧେୟ)
[ସମ୍ପାଦନା]- ୧. ଭାଗ୍ୟ; ଅଦୃଷ୍ଟ — ୧. Luck; destiny.
- ୨. (+ଧା. ଧାତୁ+ କର୍ମ. ଯ) ଜମିର କର; ରାଜସ୍ୱ —୨. Rent of a holding;.
- ୩. ଅଂଶ; ଭାଗ —୩. Share; allotment.
- ୪. (+ଆପାଦାନେ. ଯ) ଉତ୍ତରାଧିକାରୀ; ଦାୟାଦ —୪. Heir.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ଅଂଶୀ; ଯାହାର ଭାଗ ପାଇବାକୁ ଦାବୀ ଥାଏ —୧. Deserving to get a share.
- ୨. ଉତ୍ତରାଧିକାରୀ ସୂତ୍ରେ ଧନଭାଗୀ —
୨. Entitle to a share in a patrimony.