Jump to content

ଭାଗବତୀ

ଉଇକିଅଭିଧାନ‌ରୁ

ଭାଗବତୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ଭଗବତ୍+ଅ+ସ୍ତ୍ରୀ ଈ)

[ସମ୍ପାଦନା]

ଭଗବାନଙ୍କ ସମ୍ୱନ୍ଧିୟା —Pertaining to God; akin to beatitude.

(ଉ—ଅନ୍ତେ ଲଭଇ ଯେଉଁ ଗତି ତାହାକୁ ବୋଲି ଭଗବତୀ—ଜଗନ୍ନାଥ ଭାଗବତ)

[ଦ୍ରଷ୍ଟବ୍ୟ —ଏଠାରେ 'ଭାଗବତୀ ପଦ' 'ଗତି' ଏହି ସ୍ତ୍ରୀଲିଙ୍ଗ ପଦର ବିଶେଷଣ ରୂପେ ବ୍ୟବହୃତ]