Jump to content

ଭାଗବତ ଘର

ଉଇକିଅଭିଧାନ‌ରୁ

ଭାଗବତ ଘର

ଉଚ୍ଚାରଣ

[ସମ୍ପାଦନା]

(ଭାଗବତ ଟୁଙ୍ଗୀ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କୌଣସି ଗ୍ରାମର ଯେଉଁ ସାଧାରଣ ଗୃହରେ ଭାଗବତ ଗାଦି ରଖା ଯାଇଥାଏ — A common room in a village where Bhāgabata palm-leaf-works are kept, worshipped and read.

[ଉ—ଭାଗବତ ଘରେ ରାମାୟଣ ପୋଥି ଗାଉଥିଲେ ପୁରୋହିତ ନନ୍ଦ— କିଶୋର ନିର୍ଝରିଣୀ]

[ଦ୍ରଷ୍ଟବ୍ୟ —ଏଠାରେ ଭାଗବତ ଗାଦି ରଖା ଯାଇ ପ୍ରତ୍ୟହ ପୂଜା କାରଯାଏ ଏବଂ ଦେଶରେ ଭାଗବତ ଘର ପ୍ରଥା ନାହିଁ]