ଭାଗବତ ବଢ଼ା
ଦେଖଣା
ଭାଗବତ ବଢ଼ା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ସପ୍ତାହବ୍ୟାପୀ ଅହୋରାତ୍ର ଭାଗବତ ପାଠ ସପ୍ତାହ ହେବା ସଙ୍ଗେ ସଙ୍ଗେ ନୈବେଦ୍ୟ ଦିଆଯାଇ ତାହା ବଣ୍ଟା ଯିବା ଉତ୍ସାବବିଶେଷ — The ceremony of distributting offerings offered to the Bhāgabata books on the occasion of their reading being finished after a week's continuous reading.