Jump to content

ଭାଗବତ ମେଳନ

ଉଇକିଅଭିଧାନ‌ରୁ

ଭାଗବତ ମେଳନ

ଉଚ୍ଚାରଣ

[ସମ୍ପାଦନା]

(ଭାଗବତ ମେଲଣ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭାଗବତ+ମିଳନ)

[ସମ୍ପାଦନା]

ଭିନ୍ନ ଭିନ୍ନ ସ୍ଥାନରେ ପୂଜା ପାଉଥିବା ଭାଗବତ ଗାଦିମାନ ବିମାନମାନଙ୍କରେ ନିଆଯାଇ ଏକ ସ୍ଥାନରେ ସମ୍ମିଳିତ ହେବା ଓ ତଦୁପଲକ୍ଷେ କରାଯିବା ବାର୍ଷିକ ଯାତ୍ରା ଓ କୀର୍ତ୍ତନ ଆଦି —The annual festival of carrying the heaps of Bhāgabata manuscripts from different places to a rendezvous and having saṅkīrttana and dancing done there.