ଭାଗବତ ଲକ୍ଷଣ
ଭାଗବତ ଗ୍ରନ୍ଥରେ ବର୍ଣ୍ଣିତ ବିଷୟମାନଙ୍କର ବିଶିଷ୍ଟ ଗୁଣ —Peculiarties of the Bhāgabata books.
[ଦ୍ରଷ୍ଟବ୍ୟ —ଏହା ଦଶ ଗୋଟି ଯଥା—ସର୍ଗ, ବିସର୍ଗ ସ୍ଥାନ ପୋଷଣ ଭୂତି ମନ୍ୱନ୍ତର ଈଶ— କଥା, ନିରୋଧ ମୁକ୍ତିର ବ୍ୟବସ୍ଥା ଓ ଆଶ୍ରୟ ଭାଗବତ ୨ୟ ସ୍କନ୍ଧ ୧ମ ଅଧ୍ୟାୟ ଦ୍ରଷ୍ଟବ୍ୟ]