ଭାଗବତ ସପ୍ତା
ଦେଖଣା
ଭାଗବତ ସପ୍ତା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭାଗବତ ସପ୍ତା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭାଗବତ+ସପ୍ତାହ)
[ସମ୍ପାଦନା]କୌଣସି ବିଶିଷ୍ଟ ଘଟନା ଉପଲକ୍ଷଣରେ ବା ମାରୀଭୟ ଆଦି ଉପସ୍ଥିତ ହେଲେ ଏକ ସପ୍ତାହକାଳ ଅହୋରାତ୍ର ଏକ ସ୍ଥାନରେ ହେବା ଭାଗବତ ଗ୍ରନ୍ଥ ପାଠ ରୂପ ଉତ୍ସବବିଶେଷ —Continuous reading of the Bhāgabata books for one week at a fixed place on occasions of calamities etc.