Jump to content

ଭାଗା

ଉଇକିଅଭିଧାନ‌ରୁ

ଭାଗା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ହି 'ଭାଗ୍ନା' କ୍ରିୟାର ଅତୀତକାଳ ୩ୟ ପୁରୁଷ ଅନାଦରାର୍ଥକ ୧ ବଚନ ଆକାର; ହିନ୍ଦିରୁ ଅନୁକୃତ)

[ସମ୍ପାଦନା]

ପଳାୟନ —Fleeing away.

(ଯଥା—ସେ ଭାଗା ଦେଲା)

ବିଶେଷଣ -

[ସମ୍ପାଦନା]

ପଳାୟିତ —Fled.

(ଯଥା— ଏହା ଶୁଣି ସେ ଭାଗା)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଭାଗବତ ଓ ଭାଗୀ ରଥିର ଅନାଦରାର୍ଥକ ଡ଼ାକ ନାମ —A name for calling Bhāgabata ana Bhāgirathi.