Jump to content

ଭାଗାରି

ଉଇକିଅଭିଧାନ‌ରୁ

ଭାଗାରି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭାଗହାରୀ)

[ସମ୍ପାଦନା]
୧. ଯେ ଭାଗ ନିଏ — ୧. One taking a share.
୨. ଅଂଶୀଦାର୍ —୨. Cosharer.

ପ୍ରାଦେଶିକ - (ପୁରୀ ସହର) ବିଶେଷ୍ୟ -

[ସମ୍ପାଦନା]

ଯେଉଁ ଯାତ୍ରୀ ଗୁମାସ୍ତା ଅନ୍ୟ ଯାତ୍ରୀଗୁମାସ୍ତା ପୁରୀଠାକୁ ଆଣିଥିବା ଯାତ୍ରୀର ଦେଇଥିବା ଅର୍ଥରୁ ଶେଷୋକ୍ତ ଗୁମାସ୍ତାଠାରୁ ଭାଗ ନିଏ —A pilgrim-hunter who takes a share of the perquisites paid by a pilgrim to the pilgrim-hunter who has piloted him to Puri.