Jump to content

ଭାଗିନେୟ

ଉଇକିଅଭିଧାନ‌ରୁ

ଭାଗିନେୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଭଗିନୀ+ଅପତ୍ୟାର୍ଥରେ ଏୟ)

[ସମ୍ପାଦନା]

ଭଉଣୀର ପୁଅ; ଉଣଜା —Sister's son.