ଭାଗିବା
ଦେଖଣା
ଭାଗିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଭାଗିବା
|
ଦେଶଜ - କ୍ରି—(ସଂସ୍କୃତ - ଭନ୍ଜ୍ ଧାତୁ)
[ସମ୍ପାଦନା]- ୧. (ଶୂଦ୍ରଙ୍କ ବ୍ୟବହୃତ)— ଭଗ୍ନ କରିବା; ଭାଙ୍ଗିବା — ୧. To break.
- ୨. (ଶୂଦ୍ର ବ୍ୟବହୃତ) ଭାଜିବା; ଭାଙ୍ଗି ଯିବା; ଭଗ୍ନ ହେବା —୨. To be broken.
[ଉ— ସେହି ସିନା ବଡ଼ ପଣ, ଯହିଁ ଲାଗି ଅନ୍ତକରି ବଜ୍ରଦନ୍ତ ଯାଏ ଭାଗି ରାଧାନାଥ ଦରବାର]
- ୩. କୌଣସି ବ୍ୟକ୍ତିର ଅନୁରୋଧ ରକ୍ଷା ନ କରିବା ବା ଏଡ଼ିବା —୩. To disregard or avoid a person's request.
- ୪. (ଯାତ୍ରା, ସ୍କୁଲ, କଚିରି ବା ହାଟ ଆଦିର କାର୍ଯ୍ୟ) ଶେଷ ବା ସ୍ଥଗିତ ହେବା —୪. To be dismissed (said of a court, office school or fair).
- ୫. (ମନୁଷ୍ୟର ଦମ୍ଭ ବା ବଳ) ବିନଷ୍ଟ ହେବା; କମିଯିବା —୫. (a man's strength) To be destroed or lost; to abate.
- ୬. କୌଣସି ପ୍ରସ୍ତାବ କାର୍ଯ୍ୟରେ ପରିଣତ ନ ହେବା — ୬. To fall through (said of a proposal).
- ୭. ପଳାୟନ କରିବା —୭. To flee away.
[ଉ—ଉଟ୍ ଯେ ସେହିକ୍ଷଣି ଧଡ଼ପଡ଼େ ଉଠି ଦାମଡ଼ାଙ୍କୁ ବୋହି ଭାଗିଲା କର ପିଠି—କୃଷ୍ଣସିଂହ ମହାଭାରତ ଶାନ୍ତି]