ଭାଗୀ
ଦେଖଣା
ଭାଗୀ
ଉଚ୍ଚାରଣ
[ସମ୍ପାଦନା](ଭାଗିନୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଭାଗ+ଅଛି ଅର୍ଥରେ ଇନ୍; ୧ମା. ୧ବ)
[ସମ୍ପାଦନା]- ୧. ଅଂଶୀ; ଭାଗଦାର୍ —୧. Entitled to a share.
- ୨. ଉତ୍ତରାଧିକାରୀ —୨. Inheriting.
- ୩. (ଭଜ୍ ଧାତୁ=ଭାଗ କରିବା+କର୍ତ୍ତୃ ଇନ୍) ଅଂଶ ଗ୍ରହଣକାରୀ — ୩. Getting a share.
- ୪. ହକ୍ଦାର୍ —୪. Entitled to.
[ଦ୍ରଷ୍ଟବ୍ୟ —ଏହା ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୁଏ; ଯଥା—ଦୋଷଭାଗୀ, ପାପଭାଗୀ, ଧନଭାଗୀ ଇତ୍ୟାଦି]