Jump to content

ଭାଗୀରଥୀ

ଉଇକିଅଭିଧାନ‌ରୁ

ଭାଗୀରଥୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଭଗୀରଥ+ଅପତ୍ୟାର୍ଥରେ ଅ+ସ୍ତ୍ରୀ. ଈ,)

[ସମ୍ପାଦନା]

ଭଗୀରଥଙ୍କ କର୍ତ୍ତୃକ ସ୍ୱର୍ଗକୁ ମର୍ତ୍ତ୍ୟକୁ ଆନୀତ ହୋଇଥିବାରୁ)—ଜାହ୍ନବୀ; ଗଙ୍ଗା —The Ganges.

[ଦ୍ରଷ୍ଟବ୍ୟ —ମହାଭାରତରେ ଲିଖିତ ଅଛି ଯେ ଦକ୍ଷିଣା ପ୍ରଦାନ ସମୟରେ ଗଙ୍ଗା ମହାରାଜ ଭଗୀରଥଙ୍କ କୋଳରେ ଉପ— ବେଶନ କରିଥିଲେ, ସେହି ଦିନଠାରୁ ଗଙ୍ଗା ଭଗୀରଥଙ୍କ କନ୍ୟା ହୋଇ ଭାଗୀରଥୀ ନାମରେ ବିଖ୍ୟାତ ହେଲେ]