ଭାଗୁଆ
ଦେଖଣା
ଭାଗୁଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ଭାଗୁଆଳ, ଭାଗୁଆଳି—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭାଗହର)
[ସମ୍ପାଦନା]- ୧. ଅଂଶୀଦାର୍; ଭାଗଦାର୍ —୧. Cosharer.
- ୨. ଯେ ଭାଗ ବା ଅଂଶ ନିଏ —୨. One who takes a share.
- ୩. କୌଣସି କାର୍ଯ୍ୟକୁ ଭାଗରେ କରିଥିବା ଏକାଧିକ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ; ସରିକିଦାର୍ — ୩. Partner.
- ୪. ସରିକିଦାରୀ —୪. Partnership.
ଦେଶଜ - ବିଶେଷଣ -
[ସମ୍ପାଦନା]ଭାଗଦାରଙ୍କ ଅଧିକୃତ (ଜମି ବ୍ୟବସାୟ) — Carried on or owned by cosharers.
[ତିନି ଭାଗୁଆଳି କାକୁଡ଼ି ବାଡ଼ି—ଢଗ]