Jump to content

ଭାଗୁଳି

ଉଇକିଅଭିଧାନ‌ରୁ

ଭାଗୁଳି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ତ୍ରସ୍ତ ହୋଇ ଧାଇଁ ପଳାଇବା; ଛତ୍ରଭଙ୍ଗ — ୧. Fleeing away in fright; rout.

(ଉ—ସେକାଳେ ଦୁଇ ସେନା ଲୋକରେ ଭାଗୁଡ଼ି ପଡ଼ିଲା ପଡ଼ିବାରେ ରଥିଙ୍କ ଶରଧାଡ଼ି—କୃଷ୍ଣସିଂହ ମହାଭାରତ ଭୀଷ୍ମ)

୨. ମାପ କରାଯାଇ ଖଣିରେ ବା ଓଳିଆରେ ରଖାଯାଇ ଥିବା ଶସ୍ୟାଦିକୁ କେତେ ସମୟ ଅନ୍ତେ ଖଣିରୁ ବା ଓଳିଆରୁ କାଢ଼ି ପୁଣି ମାପ କରିବା ସମୟରେ ମାପରେ ଯାହା କମତି ବା ତୁଟ ଦେଖାଯାଏ — ୨. Shrotage found on remeasurement of grains stored in pits or in straw-packets.