ଭାଗେ
ଦେଖଣା
ଭାଗେ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ଅ
[ସମ୍ପାଦନା]- ୧. (ଅମୁକର) ଆୟତ୍ତରେ —୧. Under one's clutches.
- ୨. (ଅମୁକର) ସମ୍ମୁଖରେ; ହାବୁଡ଼େ —୨. In front of.
(ଉ—ପଡ଼ିଥିଲି ଥରେ ତା ଭାଗେ ଲୋ—କବିସୂର୍ଯ୍ୟ ସଙ୍ଗୀତ)
କ୍ରି (ହିନ୍ଦୀ - 'ଭାଗ୍ନା 'କ୍ରିୟାର ଅତୀତକାଳ ଆଦରାର୍ଥକ ୧ମ ପୁରୁଷ ୧ ବଚନ ରୂପ; ଅବ୍ୟୟରୂପେ ବ୍ୟବହୃତ; ହିନ୍ଦିରୁ ଅନୁକୃତ) (ସେ) ପଳାଇଲା —(he) Fled away.
[ଯଥା, ସେ ମୋତେ ଦେଖି ସେଠାରୁ ଭାଗେ)
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]କୌଣସି ଦଳର ବା ପଞ୍ଚାର ଏକକ ଅଂଶ — One part of a group.