Jump to content

ଭାଗ୍ଦାର

ଉଇକିଅଭିଧାନ‌ରୁ

ଭାଗ୍ଦାର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କୌଣସି ସମ୍ପତ୍ତିରେ ଯେଉଁ ବ୍ୟକ୍ତିର ଅଂଶ ଥାଏ; ଅଂଶୀଦାର; ସରିକିଦାର —୧. Cosharer.
୨. ଯେଉଁ ପ୍ରଜା ଭାଗ ଖଜଣା ଦେବାର ଚୁକ୍ତି କରି ଅନ୍ୟର ଜମି ଚାଷ କରେ —୨. A royat who cultivates another's land on stipulation of paying produce rent.