Jump to content

ଭାଗ୍ୟ

ଉଇକିଅଭିଧାନ‌ରୁ
  • ନିୟତି; ଅଦୃଷ୍ଟ; କପାଳ
  • ସୌଭାଗ୍ୟ; ସୁଦଶା
  • ଭାଗିକ; ଅସଲ ଓ ସୁଧ ଟଙ୍କା
  • ବିଭାଜ୍ୟ
  • ବଣ୍ଟନୀୟ
  • ଖଣ୍ତନୀୟଭାଗ୍ୟ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଭଜ୍ ଧାତୁ=ଭାଗ କରିବା+କର୍ମ. ଯ)

[ସମ୍ପାଦନା]
୧. ନିୟତି; ଅଦୃଷ୍ଟ; କପାଳ —୧. Luck; lot; fate; fortune.
୨. ସୌଭାଗ୍ୟ; ସୁଦଶା —୨. Good fortune.
୩. ଭାଗିକ; ଅସଲ ଓ ସୁଧ ଟଙ୍କା — ୩. Capital and interest of money invested.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ବିଭାଜ୍ୟ —୧. Divisible.
୨. ବଣ୍ଟନୀୟ —୨. Distributable.
୩. ଖଣ୍ଡନୀୟ — ୩. Partible.